ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ, ୧୦ ବର୍ଷ ବ୍ୟବଧାନରେ ବିଦେଶ ଯାଇଥିଲେ ନବୀନ

ଭୁବନେଶ୍ୱର ୦୭/୦୧: ୧୦ ଦିନିଆ ବିଦେଶ ଗସ୍ତ ଶେଷ କରି ଗରୁୁବାର ବିଳମ୍ବିତ ରାତିରେ ବିଦେଶରୁ ପ୍ରତ୍ୟାବର୍ତ୍ତନ କରୀଛନ୍ତି ମଖୁ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଓଡ଼ିଶାର ଗୌରବଗାଥାକୁ ବିଦେଶରେ ପହଞ୍ଚାଇବାରେ ନବୀନ ପଟ୍ଟନାୟକ ସଫଳ ହୋଇଛନ୍ତି । ରୋମରେ ଓଡ଼ିଶାର ରୂପାନ୍ତରଣ କାହାଣୀ ବିଶ୍ୱ ସମଦାୟ ନିକଟରେ ପହଞ୍ଚାଇବା ପରେ ଓଡ଼ିଶାକୁ ଅଧିକ ଶିଳ୍ପ ସମୃଦ୍ଧ କରିିବା ନିମନ୍ତେ ନିବେଶକ ସମ୍ମେଳନ ଆପତତଃ ଫଳପ୍ରସୂ ହୋଇଛି । ୧୦ ବର୍ଷ ବ୍ୟବଧାନରେ ୧୦ ଦିନିଆ ବିଦେଶ ଗସ୍ତରେ ଯାଇଥିଲେ ମଖ୍ୟମନ୍ତ୍ରୀ । ରୋମରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟାଳୟ ଓଡ଼ିଶାର ରୂପାନ୍ତରଣ କାହାଣୀ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଓଡ଼ିଆଙ୍କ ସହ ତାଙ୍କର ଭାବ ବିନିମୟ ହୋଇଥିଲା।

Leave A Reply

Your email address will not be published.