କାଠଯୋଡ଼ି ନଦୀରେ ଭାସିଯାଇ ଯୁବକ ନିଖୋଜ

କଟକ ୧୦/୦୯: କାଠଯୋଡ଼ି ନଦୀରେ ଜଣେ ଯୁବକ ଭାସିଯାଇଛନ୍ତି। କଟକ କାଜିପାଟଣାରେ ଥିବା କାଠଯୋଡ଼ି ନଦୀରେ ଯୁବକ ଜଣଙ୍କ ଭାସିଯାଇଛନ୍ତି। ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଯୁବକଙ୍କ ପରିଚୟ ପିଣ୍ଟୁ ସାମଲ।ପିଣ୍ଟୁ  ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନିଖୋଜ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.