କନ୍ଧମାଳ ଫଟୋ ଷ୍ଟୁଡିଓ ମାଲିକ ସଂଘ ଦ୍ୱାରା ଫୁଲବାଣୀ ସ୍ଥିତ ସଭା ଗୃହ ରେ ବନ୍ଧୁ ମିଳନ

କନ୍ଧମାଳ : କନ୍ଧମାଳ ଫଟୋ ଷ୍ଟୁଡିଓ ମାଲିକ ସଂଘ ଦ୍ୱାରା ଫୁଲବାଣୀ ସ୍ଥିତ ସଭା ଗୃହ ରେ ତା ୨୮.୦୮.୨୦୨୨ରିଖ ବନ୍ଧୁ ମିଳନ ଏବଂ କର୍ମକର୍ତ୍ତା ଚୟନ କରାଗଲା ସମସ୍ତ ଫଟୋ ଷ୍ଟୁଡିଓ ମାଲିକ ମାନେ ସଭାପତି ଭାବେ ଶ୍ରୀ ବସନ୍ତ କୁମାର ସାହୁଙ୍କୁ ଚାୟନ କରିବା ସହିତ ଉପସଭପତି ଶ୍ରୀ ଗୋପାଳ ପତ୍ର ,ସମ୍ପାଦକ ଭାବେ ଶଙ୍କର ବାଘ , କୋଷାଧ୍ୟକ୍ଷ ଭାବେ ବିଷ୍ଣୁ ସାହୁ ଉପଦେଷ୍ଟା ଭାବେ ଅଖିଳ ସେନାପତି,ପବିତ୍ର ସାହୁ,ପ୍ରଶାନ୍ତ କୁମାର ପଣ୍ଡା,ଶଶୀଭୂଷଣ ଜେନା,ସୁଧୀର ବେହେରା, ପ୍ରାଣବନ୍ଧୁ ବିଶ୍ୱାଇ ଏବଂ ବୁଲୁ ଭାଇ ଙ୍କୁ ଚୟନ୍ କରା ଯାଇଅଛି ।

Leave A Reply

Your email address will not be published.