ବିଜେଡ଼ିର ସାଙ୍ଗଠନିକ ବୈଠକ ଆରମ୍ଭ, ମିଶନ ୨୦୨୪ ନେଇ ଚାଲିଛି ମାନସ ମନ୍ଥନ

ଭୁବନେଶ୍ୱର ୦୭।୦୯ : ବିଜେଡିର ସାଙ୍ଗଠନିକ ବୈଠକ ଆରମ୍ଭ। ବିଜେଡି ବରିଷ୍ଠ ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି ଓ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ବରିଷ୍ଠ ପର୍ଯ୍ୟବେକ୍ଷକ ନୂଆ ଟିମ ଗଠନ ପରେ ପ୍ରଥମ ବୈଠକ। ଜିଲ୍ଲା ସଭାପତି ନୂଆ ଟିମ୍ ଗଠନ ପୂର୍ବରୁ ଆଲୋଚନା। ମିଶନ ୨୦୨୪ ନେଇ ଚାଲିଛି ମାନସ ମନ୍ଥନ।

Leave A Reply

Your email address will not be published.