୫୧ ଗ୍ରାମର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ୨୨।୦୯ : ୫୧ ଗ୍ରାମର ବ୍ରାଉନସୁଗାର ଜବତ। ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ଗାଁ ନିକଟରେ ଥବା ଏକ କମ୍ପାନୀ ନିକଟରୁ ଜବତ ହୋଇଛି । ଏହାସହ ୪ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସେମାନଙ୍କ ନିକଟରୁ ୨ଟି ବାଇକ୍ ଜବତ ହୋଇଛି। ତେବେ ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୁରୁଜଙ୍ଗ ଗାଁର ସର୍ବେଶ୍ଵର ବେହେରା, ଜୀବନ ମିଶ୍ର, ମଠସାହିର କବିରାଜ ପ୍ରଧାନ, ବାଙ୍କୀ ଥାନା ଚମ୍ପତିପୁର ଗାଁର ଚିକୁନ ସାହୁ।

Leave A Reply

Your email address will not be published.