RGH ପରିଦର୍ଶନ କଲେ ମନ୍ତ୍ରୀ

ରାଉରକେଲା ୨୩/୦୯: ରାଉରକେଲା ଗସ୍ତରେ ସ୍ୱାସ୍ତ୍ୟ ମନ୍ତ୍ରୀ ନବଦାସ । ରାଉରକେଲା ସରକାରୀ କ୍ତରଖାନା(RGH) ପରିଦର୍ଶନ କରିବା ସହ ରୋଗୀଙ୍କୁ ଭେଟି ଭଲ ମନ୍ଦ ପଚାରି ବୁଝିଛନ୍ତି । ଏହାସହ ଶିଶୁ ଓ ମାତୃ ବିଭାଗ, ଆଖି ବିଭାଗ, ରକ୍ତ ଭଣ୍ଡାର ବରିଷ୍ଠ ଅଧିକାରୀ ସହ କରିଥିଲେ ଆଲୋଚନା । ତେବେ ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ପ୍ରତିକ୍ରିୟା ପଖିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ଅଛି । ଆଗକୁ ନ ବ୍ୟାପିବାକୁ ସମସ୍ତ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆସରିଛି । ତା ସହ ଡେଙ୍ଗୁ ରୋକ ପାଇଁ ଆବଶ୍ୟକ ସଚେତନ ଆବଶକ୍ୟତା ରହିଛି ।

Leave A Reply

Your email address will not be published.