କନ୍ଧମାଳରେ ବିଜୁ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ : କନ୍ଧମାଳରେ ବିଜୁ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ପ୍ରେମୀ ତଥା ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ମହୋଦୟ ଜି ଉଦୟଗିରି, ଉପସ୍ଥିତ ମୋର ଦ୍ୱତୀୟ ଥର ପାଇଁ ନିର୍ଦ୍ବନ୍ଦରେ ନିଯୁକ୍ତି ପାଇଥିବା କନ୍ଧମାଳ ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଦନ ମଲ୍ଲିକ ମହୋଦୟ ଏବଂ କନ୍ଧମାଳ ସହ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ କିଶୋର ମେହେର ମହୋଦୟ, ତତସଙ୍ଗେ ସଙ୍ଗେ କନ୍ଧମାଳ ଜନଜାତି ଉନ୍ନୟନ ପରିଷଦ ର ଉପାଧ୍ୟକ୍ଷ୍ୟା ଶ୍ରୀମତୀ ନଳିନୀ କହ୍ନର ମହୋଦୟା ସ୍ଥାନୀୟ ସାଂସଦ ପ୍ରତିନିଧି ମୁକେଶ ନାୟକ ଏବଂ ଦଳୀୟ କର୍ମ କର୍ତ୍ତା ମାନଙ୍କ ସହଯୋଗରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଏକ ମହତ ଦାନ, ବର୍ତ୍ତମାନ ସମୟରେ ସମାଜ ପାଇଁ ରକ୍ତ ଦାନର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ବୋଲି ବିଧାୟକ ଏବଂ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.