ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୪ ଲକ୍ଷରୁ ଅଧିକ ଟଙ୍କା ଜବତ

ବ୍ରହ୍ମପୁର ୦୩/୧୦: ପାର୍ବଣରେ ପୋଲିସକୁ ସଫଳତା । ବ୍ରହ୍ମପୁର ସଦର ଥାନା ଅଞ୍ଚଳ ଖାରବେଳ ନଗର ଜୁଆ ଆଡ୍ଡା ଉପରେ ଚଢାଉ ପୋଲିସର ଚଢାଉ । ତେବେ ଏହି ଚଢାଉରେ ୧୦ ଜୁଆଡି ଗିରଫ ହୋଇଛନ୍ତି । ୪ ଲକ୍ଷ ୨୫ ହଜାର ୨୭୦ ଟଙ୍କା ଜବତ କରିଛି ପୋଲିସ । ଏହାସହ ୧୧ ଟି ମୋବାଇଲ୍ ଓ ୩ ଟି ମୋଟରସାଇକେଲ ମଧ୍ୟ ଜବତ କରିଛି ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ ପି ।

Leave A Reply

Your email address will not be published.