‘JDJ-10’ର ୱିନର ହେଲେ ଗୁଞ୍ଜନ ସିହ୍ନା, ଟ୍ରଫି ସହ ହାତେଇଲେ ଏତିକି ଲକ୍ଷ ଟଙ୍କା

ମୁମ୍ଵାଇ ୨୮।୧୧: ପପୁଲାର ଡ୍ୟାନ୍ସ ରିଆଲିଟି ଶୋ ‘ଝଲକ ଦିଖଲା ଜା-୧୦’ । ରବିବାର ଅର୍ଥାତ୍‌ ଗତକାଲି ଏହି ଶୋ’ର ଫାଇନାଲ ରାଉଣ୍ଡ ଥିଲା। ବିଜେତା ଗୁଞ୍ଜନ ସିହ୍ନା ଏବଂ ତେଜସ୍ ବର୍ମା ସୋ’ର ଟାଇଟଲ୍ ପାଇଛନ୍ତି। ଏହି ଯୋଡି ‘ଝଲକ ଦିଖଲା ଜା ୧୦’ରେ ବହୁତ ଭଲ ନୃତ୍ୟ ପ୍ରଦର୍ଶନ କରିଥିଲେ । ଶୋ’ରେ ଫାଇନାଲିଷ୍ଟମାନେ ଥିଲେ ରୁବିନା ଦିଲାଇକ, ଶ୍ରୀତି ଝା, ନିଶାନ୍ତ ଭଟ୍ଟ, ଫୈସଲ ଶେଖ ଏବଂ ଗଶ୍ମୀର ମହାଜନୀ। ଏସମସ୍ତଙ୍କୁ ପଛରେ ପକାଇ ଶୋ’ର ୱିନର ହେଲେ ଗୁଞ୍ଜନ ସିହ୍ନା।

Leave A Reply

Your email address will not be published.