ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କର ପରଲୋକ ହୋଇଛି

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କର ପରଲୋକ ହୋଇଛି। ସେ ଦୀର୍ଘ ବର୍ଷ ଧରି ‘ମାତୃଭାଷା’ , ‘ନ୍ୟାୟବତୀ’ ଓ ‘ଶ୍ରୁତି’ ଭଳି ଦୈନିକ ସମ୍ବାଦପତ୍ରରେ ସାମ୍ବାଦିକତା କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.