ଟିକ୍‌ଟକ୍‌ ଷ୍ଟାର ମେଘା ଠାକୁରଙ୍କ ନିଧନ, ୨୧ ବର୍ଷରେ ଦୁନିଆକୁ କହିଲେ ଅଲବିଦା

ମୁମ୍ଵାଇ ୦୪।୧୨: ଭାରତୀୟ ମୂଳ କାନାଡିୟ ଟିକଟୋକ ତାରକା ମେଘା ଠାକୁରଙ୍କ ଦେହାନ୍ତ । ଏନେଇ ତାଙ୍କ ପିତାମାତା କିଛି ଦିନ ପରେ ହଠାତ୍ ଏବଂ ଅପ୍ରତ୍ୟାଶିତ ଭାବରେ ଦେହାନ୍ତ ହୋଇଛି ବୋଲି ସୋସିଆଲ ମିଡିଆରେ ଜଣାଇଛନ୍ତି। ମେଘା ଠାକୁରଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା ଏବଂ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ପାଇଁ ସେ ବହୁତ ପ୍ରସିଦ୍ଧ ଥିଲେ । ଟିକଟକରେ ତାଙ୍କର ୯୩୦ ହଜାରରୁ ଅଧିକ ଫଲୋର୍ସ ଥିଲେ । ସେ ପ୍ରାୟତ ନିଜ ଡ୍ୟାନ୍ସ ଭିଡିଓ ସେୟାର କରନ୍ତି।

Leave A Reply

Your email address will not be published.