ବାରିପଦାରେ ଡାକ୍ତରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ।

ବାରିପଦା: କାର୍ଯ୍ୟରତ ଡାକ୍ତରଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଚିକିତ୍ସା ବାହାନାରେ ୧୫ ବର୍ଷର ନାବାଳିକାକୁ ଅସଦାଚଣ ଅଭିଯୋଗ ଆଣିଲେ ପରିବାର ଲୋକ । ବାରିପଦା ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଶିଶୁରୋଗ ଚିକିତ୍ସା ବିଭାଗରେ ଏହି ଅସଦାଚରଣ ଅଭିଯୋଗ ଆସିଛି । ଏ ନେଇ ଥାନାରେ ଏତଲା ହୋଇଛି । ପରେ ସଂପୃକ୍ତ ଡ଼ାକ୍ତରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରିରଖିଛି ବାରିପଦା ଟାଉନ ପୋଲିସ ।

Leave A Reply

Your email address will not be published.