ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର ଘଟଣା: ଜଣେ ଏଏସଆଇ ଏବଂ ଦୁଇ ହାବିଲଦାର ନିଲମ୍ବିତ

କଲ୍ୟାଣସିଂପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର ଘଟଣାରେ ଜଣେ ଏଏସଆଇ ଏବଂ ଦୁଇ ହାବିଲଦାର ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ହେତୁ ତିନିଜଣଙ୍କୁ ସସପେଣ୍ଡ କରାଯାଇଛି। ନିଲମ୍ବିତ ଦୁଇ ହାବିଲଦାର ହେଲେ ରାଙ୍ଗl ରାଓ ମଣ୍ଡlଙ୍ଗୀ ଓ ଡମ୍ବୁରୁ ପିଡ଼ିସିକା ଏବଂ ଏଏସଆଇ ହେଲେ ମନୋଜ ମଲ୍ଲିକ।

Leave A Reply

Your email address will not be published.