ସର୍ବଭାରତୀୟ ସ୍ତରରେ କୃଷି ଅର୍ଥନୀତି ବିଭାଗ ପରୀକ୍ଷାରେ ପ୍ରଥମ ସ୍ଥାନରେ ଓଡ଼ିଆ ଝିଅ

ମାହାଙ୍ଗା: ସର୍ବଭାରତୀୟ ସ୍ତରରେ କୃଷି ଅର୍ଥନୀତି ବିଭାଗ ପରୀକ୍ଷାରେ ଓଡ଼ିଆ ଝିଅ ସୌମ୍ୟା ଶୁଭଶ୍ରୀ ମହାପାତ୍ର। ପ୍ରଥମ ସ୍ଥାନ ଅଧିକାର କରି ଗର୍ବ ଆଣିଛନ୍ତି ଓଡ଼ିଶା ପାଇଁ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଚଷାଖଣ୍ଡ ଗ୍ରାମର ଗ୍ରାମର ସୁଧାଂଶୁ ଶେଖର ମହାପାତ୍ର ଓ ଗୀତାଞ୍ଜଳି ମହାପାତ୍ରଙ୍କ ଏକମାତ୍ର କନ୍ୟା ଅଟନ୍ତି ସୌମ୍ୟା ମହାପାତ୍ର। ତେବେ ଏନେଇ ଆଗକୁ ବଢ଼ିବାର ଆଶା ରଖିଛନ୍ତି ସୌମ୍ୟା। ଏହି ଖବରରେ ଅଞ୍ଚଳବାସୀ ଓ ପରିବାର ବେଶ ଖୁସି ଅଛନ୍ତି।

Leave A Reply

Your email address will not be published.