କଟକରେ ପୁଣି ୨ଲକ୍ଷରୁ ଅଧିକ ଟଙ୍କାର ନକଲି ମେଡିସିନ ଜବତ, ଜଣେ ଅଟକ

କଟକ: କଟକରେ ପୁଣି ନକଲି ମେଡ଼ିସିନ୍ । ୨ଲକ୍ଷରୁ ଅଧିକ ଟଙ୍କାର ନକଲି ମେଡିସିନ ଜବତ ହୋଇଛି। ପୁରୀଘାଟ ଥାନା ଅଞ୍ଚଳରେ କମିଶନରେଟ ପୋଲିସ ଓ ଡ୍ରଗ୍ସ ସ୍କ୍ଵାର୍ଡର ମିଳିତ ଚଢ଼ାଉ ହୋଇଥିଲା। ନକଲି ମେଡ଼ିସିନ ଆଣି ବିକ୍ରି କରୁଥିବା ଅଭିଯୋଗରେ ଜଣେ ଅଟକ ରଖିଛି ପୋଲିସ।

Leave A Reply

Your email address will not be published.