ସଟ ସର୍କିଟ ଯୋଗୁ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ

ଭୁବନେଶ୍ୱର : ସକାଳୁ ସକାଳୁ କୀଟ ଛକରେ ହୁତୁ ହୁତୁ ହୋଇ ଜଳିଗଲା ହାଇୱା ଟ୍ରକ। ଘଟଣା ସ୍ଥଳରେ ଅଗ୍ନିଶମ ବାହନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ହେଲେ ସେତେବେଳକୁ ହାଇୱା ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ସ୍ତରରେ ଜାଣିବାକୁ ପାଇଛି ଅଗ୍ନିଶମ ବାହନୀ।

Leave A Reply

Your email address will not be published.