ଖୋର୍ଦ୍ଧା : ବାଣ ବିସ୍ଫୋରଣରେ ଜଳିଗଲା ଘର, ୪ ମୃତ

ଟାଙ୍ଗି : ଖୋର୍ଦ୍ଧାରେ ଘଟିଛି ବଡ଼ ଧରଣର ବାଣ ବିସ୍ଫୋରଣ । ଟାଙ୍ଗି ଥାନା ଭୂଷଣ୍ଡପୁରରେ ବିସ୍ଫୋରଣ ହୋଇଛି । ଏଥିରେ ୪ ଜଣ ମୃତ୍ୟୁବରଣ କରିଥିବା ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍‌ ପହଞ୍ଚିଛି ।

Leave A Reply

Your email address will not be published.