କମିଶନରେଟ ପୋଲିସ ଟାର୍ଗେଟରେ ପଜେସନ ଗ୍ୟାଙ୍ଗ୍‌, ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ

ନୟାପଲ୍ଲୀ :କମିଶନରେଟ ପୋଲିସ ଟାର୍ଗେଟରେ ପଜେସନ ଗ୍ୟାଙ୍ଗ୍‌ । ବାଉନସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ । ଭୁବନେଶ୍ୱର ନୟାପଲ୍ଲୀରେ ବଳପୂର୍ବକ ଦୋକାନ ଘର ଭାଙ୍ଗିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି ପୋଲିସ। ରାଘବ ଜେନାର ଘର ଓ ଆଡ୍ଡା ଉପରେ ଚଢଉ କରିଛି ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାଡ। ମାଷ୍ଟରମାଇଣ୍ଡ ରାଘବ ଜେନାକୁ ଗିରଫ କରିବାକୁ ଜାଲ ବିଛାଇଛି ପୋଲିସ। ତା ମୋବାଇଲ ଫୋନ ଟ୍ରାକିଂ କରି ତାର ଗତିବିଧିକୁ ଟ୍ରାକ କରାଯାଉଛି।

Leave A Reply

Your email address will not be published.