ମଣିପୁରରେ ଆମ୍ବୁଲାନ୍ସରେ ନିଆଁ ଲଗାଇଦେଲେ ଲୋକେ, ମା’ ପୁଅ ସମେତ ୩ ମୃତ

ମଣିପୁର : ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ମଣିପୁର ରାଜଧାନୀ ଇମ୍ଫାଲରେ ରବିବାର ଦିନ ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ଲୋକେ । ଫଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସରେ ଜଣେ ମହିଳା ଏବଂ ତାଙ୍କ ପୁଅ ଓ ଜଣେ ସଂପର୍କୀୟ ରହିଥିଲେ ।

Leave A Reply

Your email address will not be published.