ଯୁକ୍ତ ୨ ପ୍ରଥମ କଟ୍‌ ଅଫ୍‌ ମାର୍କ ପ୍ରକାଶିତ: କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ, ଜାଣନ୍ତୁ ଆପଣଙ୍କୁ କେଉଁଠି ମିଳିଲା ସିଟ୍‌  

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ଗୁରୁବାର ପ୍ରକାଶିତ ହୋଇଛି। ଏଥର ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ରହିଛି। ଏହି ଶିକ୍ଷାନୁଷ୍ଠାନରେ କଳାରେ ୮୦, ବିଜ୍ଞାନରେ ୯୧.୬୭ ଓ ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟ୍‌ ଅଫ୍‌ ରହିଛି।

ଯୁକ୍ତ ଦୁଇ ପ୍ରଥମ କଟ୍‌ ଅଫ୍‌ ମାର୍କ ପ୍ରକାଶିତ ହୋଇଛି। ନିଜକୁ କେଉଁ କଲେଜରେ ସିଟ୍‌ ମିଳିଲା ଜାଣିବା ପାଇଁ ପିଲା ଓ ଅଭିଭାବକମାନେ ସାମ୍‌ ୱେସାଇଟ୍‌ https://www.samsodisha.gov.in/ ରେ କ୍ଲିକ୍‌ କରନ୍ତୁ। ୱେବ୍‌ସାଇଟ୍‌ରେ ପ୍ରବେଶ କଲା ପରେ ସ୍କୁଲ ଏବଂ ମାସ୍‌ ଏଜୁକେସନ ବିଭାଗରେ କ୍ଲିକ୍‌ କରନ୍ତୁ। ଏହା ପରେ ନିର୍ଦ୍ଧାରିତ ସ୍ଥାନରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରି ଆପଣ ପୂର୍ବରୁ ଚୟନ କରିଥିବା କଲେଜର କଟ୍‌ ଅଫ୍‌ ମାର୍କ ଦେଖନ୍ତୁ।

Umasankar Adv

କଟ୍ ଅଫ୍‌ରେ ଶ୍ରେଷ୍ଠ ୧୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଳା)

-ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ
-ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
-ଡିଏଭି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟିଟିଲାଗଡ଼
-ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲେଶ୍ବର
-ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭବାନୀପାଟଣା
-ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦୁଝର
-ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଙ୍କୁଳୀ, କୋଷାଗୁମୁଡ଼ା, ନବରଂଗପୁର
-କମାଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭଟଲୀ, ବରଗଡ଼
-ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୁନ୍ଦରଗଡ଼
-ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗୀର

କଟ୍ ଅଫ୍‌ରେ ଶ୍ରେଷ୍ଠ ୧୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ବିଜ୍ଞାନ)

Leave A Reply

Your email address will not be published.