ମାନବିକତା ଦେଖାଇଲେ ବିଧାୟକ

ଗଞ୍ଜାମ :  ଗଞ୍ଜାମ ଥାନା ଅନ୍ତର୍ଗତ ଋଷିକୁଲ୍ୟା ସଡ଼କ ପୋଲ ଅନତି ଦୂରରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ  ପଡିଥିବା ଜଣେ ବ୍ୟକ୍ତିଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ମେଡିକାଲକୁ ନିଜ କାରରେ ନେଇ ପହଞ୍ଚାଇ ଚିକିତ୍ସା କାରାଇଛନ୍ତି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡି ରାଧା ଗୋବିନ୍ଦପୁର ପଞ୍ଚାୟତ ସିପକୁଦା ଗ୍ରାମର ସଦାନନ୍ଦ ନାହାକ ନିଜ ବାଇକରେ ଯାଉଥିବାବେଳେ ଦୁର୍ଟଘଣାଗ୍ରସ୍ତ ହୋଇ ରାସ୍ତା ଉପରେ ଛିଟିକି ହୋଇ ପଡିଥିଲେ।

gpkandhamal

ସେହି ରାସ୍ତାଦେଇ ଯାଉଥିବା ସ୍ଥାନୀୟ ବିଧାୟକ ମାନବିକତା ଦେଖାଇ ତାଙ୍କୁ ନିଜ କାରରେ ମେଡିକାଲରେ ପହଞ୍ଚାଇବା ସହ ଡାକ୍ତର ସହ ପରାମର୍ଶ କରି ତାଙ୍କର ଚିକିତ୍ସା ପାଇଁ କହିଥିଲେ। ବିଧାୟକଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି।

Umasankar Adv
Leave A Reply

Your email address will not be published.