ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ !

ମୁମ୍ବଇ : ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦିଆଯାଇଛି। ଅକ୍ଟୋବର ୨୭ରେ ଏକ ଧମକପୂର୍ଣ୍ଣ ଇମେଲ ଆସିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏଥିରେ ୨୦ କୋଟି ଟଙ୍କାର ଦାବି କରାଯାଇଛି। ପୁଲିସ କହିବାନୁଯାୟୀ,ଇମେଲରେ୨୦କୋଟି ଟଙ୍କା ନଦେଲେ ଗୁଳି ଚଳାଇବା ନେଇ ଧମକ ଦିଆଯାଇଛି। ମୁମ୍ବଇର ଗାମଦେବୀ ପୁଲିସ ଷ୍ଟେସନରେ ଆଇପିସିର ଧାରା ୩୮୭ ଏବଂ ୫୦୬ (୨) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.