୨ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା କାର୍‌: କ୍ଷତିପୂରଣ ଦାବିରେ ରାସ୍ତାରୋକ

ସୁନ୍ଦରଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡା ନିକଟରେ କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି।

gpkandhamal

ସୂଚନା ଅନୁଯାୟୀ, ଆଜି ସକାଳେ ୨ ସାଇକେଲ ଆରୋହୀ ଶୌଚ ହେବା ପାଇଁ ଗାଁ ନିକଟକୁ ଆସିଥିଲେ। ଶୌଚ ହେବା ପରେ ରାସ୍ତାପାର ହୋଇ ଯିବାବେଳେ ସେମାନଙ୍କ ଉପରେ କାର୍‌ ମାଡ଼ି ଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

Umasankar Adv
Leave A Reply

Your email address will not be published.