ଧବଳେଶ୍ୱର ପୀଠରେ ପୂଜକଙ୍କ ଧାରଣା

ଆଠଗଡ : ଧବଳେଶ୍ୱର ପୀଠରେ ଶୁକ୍ରବାର ପୂଜକ ଧାରଣା ଦେଇଛନ୍ତି। ବ୍ୟାରିକେଡ୍‌‌ ବ୍ୟବସ୍ଥାକୁ ବିରୋଧ କରି ଧାରଣାରେ ବସିଲେ ପୂଜକ। ପୂଜା ନୀତି ବନ୍ଦ କରି ପୂଜକ ସମିତି ଧାରଣାରେ ବସିଛନ୍ତି। ପୂଜା ନୀତି ବନ୍ଦ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

Leave A Reply

Your email address will not be published.