ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ

ଡେସ୍କ : ବାରିପଦା ସଦର ଥାନା ମହୁଲିଆ ଗାଁ ମାଝୀସାହିରେ ଏକ ଅଘଟଣ ଘଟିଛି । ପୋଖରୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର  ଗାଧୋଇବା ବେଳେ  ୨ ଭାଇ-ଭଉଣୀ ବୁଡ଼ିଯାଇଥିଲେ । ଶନିବାର ମକଳବାହିନୀ ଦ୍ୱାରା ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଭାଇ-ଭଉଣୀଙ୍କ ବୟସ ୨ ଓ ୬ ବର୍ଷ।

Leave A Reply

Your email address will not be published.