ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ 28 ତମ ତିରୋଧାନ ଦିବସ ପାଳନ ଓ ବିଜୁ ପ୍ରତି୍ମୃତି ପୋଡିବା ପ୍ରତିବାଦ ସଭା l

ଫୁଲବାଣୀ : ବିଜୁ ବାବୁଙ୍କ 28 ତମ ତିରୋଧାନ ଦିବସରେ ଫୁଲବାଣୀ ଠାରେ ବିଜୁ ପ୍ରତି୍ମୃତି ସମୁଖରେ ପ୍ରଥପ୍ରାନ୍ତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ। ନୂତନ ଜିଲ୍ଲା ସଭାପତି ହୋଇଥିବା ପୂର୍ବତନ ମନ୍ତ୍ରୀ ପଦ୍ମଲାଭ ବେହେରା ଯୋଗ ଦେଈ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେଲ l ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ରାଜ୍ୟ ସମ୍ପାଦକ , ପୌରପାରିଷଦ ଅଧକ୍ଷା ପାୟଲ ବେହେରା, କାଉସିଲର ରାଜେନ୍ଦ୍ର ପାଢ଼ୀ , ବାବୁ ଜାନ, ବରିଷ୍ଟ ବିଜେଡି ନେତା କମଳାକାନ୍ତ ପାଣ୍ଡେ, ଶିବ ତ୍ରିପାଠୀ, ବିମଲ ପାଢ଼ୀ, ରାଧାମୋହନ ମହାପାତ୍ର ପ୍ରମୂଖ ଉପସ୍ଥିତ ଅଛନ୍ତି। ଏହା ସହିତ ପାଟଣାଗଡ଼ ରେ ବିଜୁ ପ୍ରତି୍ମୃତି ପୋଡିବା ଘଟଣାର ତ୍ରିବ୍ର ପ୍ରତିବାଦ କରାଯାଇଛି l

Leave A Reply

Your email address will not be published.