ପ୍ରେମ ପାଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର : ପ୍ରେମ ପାଇଁ ଜୀବନ ହାରିଲେ ଯୁବକ ।  ଧୋକା ସହି ନପାରି ଜୀବନ ହାରିଥିବା ଅଭିଯୋଗ ହୋଇଛି ।  ମୃତକ ହେଲେ ରାହୁଲ ଗୋଚ୍ଛାୟତ । ଝୁଲନ୍ତା ଅବସ୍ଥାରେ ଘରୁ  ମୃତଦେହ ମିଳିଛି । ରାହୁଲ ଘର ଛାଡ଼ି  ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ  ନିଜ ଆଈ ସହ ରହୁଥିଲେ ।  ସେଠାରେ ଜଣେ ଝିଅ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା  । ହଠାତ ଝିଅଟି ବାହା ହବାକୁ ମନା କରିବା ପରେ ମୃତ୍ୟୁ ପାଇଁ ଉସୁକାଇଥିବାରୁ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ରାହୁଲଙ୍କ ପରିବାର ଲୋକ ।

Leave A Reply

Your email address will not be published.