ଶ୍ରୀ ଲିଙ୍ଗରାଜ ମନ୍ଦିର ଉପରେ ଉଡିଲା ଡ୍ରୋନ, ତଦନ୍ତ ଜାରି

ODISHA SAMACHAR- ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଉପରେ ଉଡିଲା ଡ୍ରୋନ । ଆଜି ଅପରାହ୍ନ 5 ଟା 15 ରୁ 5ଟା 30 ଯାଏ ଉଡିଥିବା ଦେଖିବାକୁ ମିଳିଥିଲା । ଡ୍ରୋନ ଉଡିବା ନେଇ ଡ଼ିଜିପିଙ୍କ କଡା କଟକଣା ସତ୍ୱେ ଆଜି ଏପରି ଘଟଣା ଦେଖିବାକୁ ମିଳିଥିଲା । ଏ ନେଇ ପୋଲିସକୁ ମନ୍ଦିର ସେବାୟତ ଅବଗତ କରାଇଛନ୍ତି । ଘଟଣାର ତଦନ୍ତ ଚାଲିଛି ।

Leave A Reply

Your email address will not be published.