ଓଡ଼ିଶାକୁ ପୁଣି ଫେରିଲା କରୋନା, ଭୁବନେଶ୍ୱରରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ

fulbani poura parisada

ଭୁବନେଶ୍ୱର :  ଓଡ଼ିଶାକୁ ପୁଣି ଫେରିଲା କି କରୋନା ? ଭୁବନେଶ୍ୱରରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ଫେରିବା ପରେ କୋଭିଡ ଆକ୍ରାନ୍ତ ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ୩ ବର୍ଷ ପରେ ରାଜ୍ୟକୁ କୋଭିଡ ଫେରିଥିବା ଚର୍ଚ୍ଚା ହୋଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଏକାଧିକ ରୋଗରେ ପୀଡିତ ଥିବା ସୂଚନା ମିଳିଛି। କିନ୍ତୁ ଓଡ଼ିଶାରେ କୋଭିଡ ରୋଗୀ ଚିହ୍ନଟ ନେଇ ସରକାରୀ କିଛି ଭାବ କୌଣସି ସୂଚନା ଦିଆଯାଇ ନାହିଁ।

057 code kasam
Leave A Reply

Your email address will not be published.