ବଢିଲା UG ନାମଲେଖା ଅବଧି, କାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲେଖାଇପାରିବେ ନାମ

ଭୁବନେଶ୍ୱର : ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି ବଢିଲା । ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ UG ନାମଲେଖା ହୋଇପାରିବ ।  ଯେଉଁ ଛାତ୍ରଛାତ୍ରୀମାନେ ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟ ଭିତରେ ସେମାନେ ଟଙ୍କା ଜମା କରିପାରିବେ । ସେହିପରି ଯଦି ନାମଲେଖା ପାଇଁ ଆସିଥିବା କଲେଜରେ ରିପୋର୍ଟ କରିପାରି ନାହାନ୍ତି ରିପୋର୍ଟ ବି କରିପାରିବେ । ଏଥିପାଇଁ Freeze/Slide/Float ଅପ୍ସନ ମଧ୍ୟ ଆପଣାଇ ପାରିବେ । ପ୍ରଥମ ରାଉଣ୍ଡରେ ମନୋନୀତ ଛାତ୍ରଛାତ୍ରୀ ଏହା କରିପାରିବେ ବୋଲି ଜଣାଯାଇଛି ।

Leave A Reply

Your email address will not be published.