ଚଳିତ ବଜେଟ ଅଧିବେଶନ ଅନଲାଇନରେ ହେବ-ବାଚସ୍ପତି

ଭୁବନେଶ୍ୱର,(ଓଡିଶା ସମାଚାର ନ୍ୟୁଜ‌): ପ୍ରଥମ ଥର ପାଇଁ ବିଧାନସଭା ଅନଲାଇନରେ ଚାଲିବ । ଅନଲାଇନରେ ବିଧାୟକମାନେ ପ୍ରଶ୍ନ ପଚାରିବେ ଓ ଉତ୍ତର ପାଇବେ । ବିଧାୟକଙ୍କ ମୋବାଇଲକୁ ପ୍ରଶ୍ନର ଉତ୍ତର ଯିବ । ବିଧାନସଭାକୁ ପେପରଲେସ କରିବା ନେଇ ଏଭଳି ପଦକ୍ଷେପ ନିଆଯାଇଛି । ନାଭା ଆପ୍ ଜରିଆରେ ଅନଲାଇନର ସବୁ କାର୍ଯ୍ୟ ହେବ । ଫେବ୍ରୁଆରୀ ମଧ୍ୟଭାଗରେ ବଜେଟ୍ ଅଧିବେଶନ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.