ପିପିଲିରେ ହିଂସାକାଣ୍ଡ

ପିପିଲି ଉପନିର୍ବାଚନ ପାଇଁ ଜୋର ଧରୁଛି ପ୍ରଚାର । ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ।   ଏହି ସମୟରେ ରାଜନୈତିକ ବାତାବରଣ ସରଗରମ ଥିବା ବେଳେ ପୁଣି ଥରେ ପିପିଲିରେ ହିଂସାକାଣ୍ଡ ଦେଖିବାକୁ ମିଳିଛି।

gpkandhamal

ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ପିପିଲି ଥାନା ରାଇଗିରିପୁର ଗାଁରେ  ରାଲିରେ ଯାଉଥିବା ବେଳେ ତାଙ୍କ ଦଳର କିଛି କର୍ମୀଙ୍କୁ ମାଡ଼ ମରାଯିବା ସହ ବାଇକ୍ ଭଙ୍ଗାରୁଜା ହୋଇଛି। ଏଥିରେ ବିଜେଡି କର୍ମୀ ସାମିଲ ଥିବା ଅଭିଯୋଗ କରି ଧାରଣାରେ ବସିଛନ୍ତି ଆଶ୍ରିତ।

Umasankar Adv
Leave A Reply

Your email address will not be published.