ଆଜି ରାଜ୍ୟକୁ ଆସିବ 2ଲକ୍ଷ 71 ହାଜର କୋଭିସିଲ୍ଡ ଟୀକା

ଆଜି ରାଜ୍ୟକୁ ଆଉ 2ଲକ୍ଷ 71 ହାଜର କୋଭିସିଲ୍ଡ ଟୀକା ଆସିବ। ଟୀକା ଅଭାବରୁ ଆଜି 700 ଟୀକାକରଣ କେନ୍ଦ୍ର ବନ୍ଦ ରହିଛି । 775 ଟି କାର୍ଯ୍ୟକ୍ଷମ ହେଉଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

gpkandhamal

ଭୁବନେଶ୍ୱରରେ ସମେତ 8ଟି କେନ୍ଦ୍ରରେ ଟୀକାକରଣ ଆରମ୍ଭ ହୋଇଛି । ଆଜି 700 ଟୀକାକରଣ କେନ୍ଦ୍ର ବନ୍ଦ ରହିଛି । ଗଞ୍ଜାମ, କେଉଁଝର, ସୁନ୍ଦରଗଡ, କୋରାପୁଟ, ଖୋର୍ଦ୍ଧା, ଭୂବନେଶ୍ୱରରେ ଓ୍ୱାର୍କପ୍ଲେସରେ ଟୀକାକରଣ ଚାଲିଛି । ରାଜ୍ୟକୁ ଆଜି 2ଲକ୍ଷ 71 ହାଜର କୋଭିସିଲଡ ଟୀକା ଆସିବ । ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବଢୁଚାଲିଛି । ତେଣୁ ଟୀକାକରଣକୁ ତ୍ୱରାନ୍ୱିତ କରାଯାଉଛି ।

Umasankar Adv

ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 1741 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 1015 ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ 726 ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Leave A Reply

Your email address will not be published.