ଇମାମୀ ପେପର୍ ମିଲ୍ ରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ବାଲେଶ୍ୱର ଇମାମୀ ପେପର୍ ମିଲ୍ ରୁ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁର୍ବରୁ ସେହି ମିଲ୍ ରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବତ୍ତମାନ ୧୦୧ ଜଣ ଚିହ୍ନଟ ହୋଇଛନ୍ତି ।

gpkandhamal

ଯାହାଫଳରେ ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ମିଲ୍‌ରେ ୩ଟି ୟୁନିଟି ଥିବା ବେଳେ ଗୋଟିଏ ୟୁନିଟିକୁ ବନ୍ଦ କରିଛି ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘୋଷଣା କରିଛନ୍ତି ବାଲେଶ୍ୱର ସିଡ଼ିଏମଓ ଦୁଲାଲସେନ ଜଗଦ୍ଦେବ ।

Umasankar Adv

ସୁଚନା ଅନୁସାରେ ଆଜି ରାଜ୍ୟରୁ ୧୭୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ କେବଳ ୧୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.