ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବନ୍ଧା ହେଲେ ଗଣିତ ଶିକ୍ଷକ

କୁହାଯାଏ ଗୁରୁ ହେଉଛନ୍ତି ଭଗବାନଙ୍କ ଅବତାର ହେଲେ ଆଜିକାଲି ଏହି ସମ୍ପର୍କରେ କଳଙ୍କ ଲାଗୁଛି । କଟକ ଜିଲ୍ଲା ମଧୁପାଟଣା ଥାନା ଅଚଂଳର ଜଣେ ଶିକ୍ଷକଙ୍କ ବିରୋଧରେ ଏଭଳି ସଂଘୀନ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ ।

gpkandhamal

ତେବେ ଛାତ୍ରୀଙ୍କ କହିବା ଅନୁସାରେ ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଏହି ଆଧାରରେ ପୋଲିସ ଉକ୍ତ ଗଣିତ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୁଚନା ଅନୁସାରେ ଗତକାଲି ଏକ ଘରୋଇ ସ୍କୁଲ୍ ର ଗଣିତ ଶିକ୍ଷକ ଜଣକ ଭିଏସଟି ଏକ୍ସାମ୍ କରିବା ପାଇଁ ଛାତ୍ରଙ୍କୁ ଏକ ହୋଟୋଲ୍ କୁ ଡ଼ାକି ଦୁଷ୍ମର୍ମ ଉଦ୍ୟମ କରିଥିଲେ ।

Umasankar Adv

ଏହା ପରେ ଛାତ୍ରୀ ଜଣକ ସବୁ କଥା ତାଙ୍କ ଘରେ ଜଣାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । 

Leave A Reply

Your email address will not be published.