ଅଫଲାଇନ୍ ପରିକ୍ଷାକୁ ବିରୋଧ

ରାଜ୍ୟର ବିଭିନ୍ନ କଲେଜରେ ହେବାକୁ ଥିବା ଅଫଲାଇନ୍ ପରିକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ଅନ୍ଦୋଳନକୁ ଓଲ୍ଲାଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ଛାତ୍ରଛାତ୍ରୀ ମାନେ ଅଫଲାଇନ୍‌ରେ ହେବାକୁ ଥିବା ପରିକ୍ଷାକୁ ବିରୋଧ କରି କଲେଜ ପରିଷରରେ ଧାରଣା ଦେଇଛନ୍ତି । ଛାତ୍ରଛାତ୍ରୀ ମାନଙ୍କର ଦାବି ଯେ ରାଜ୍ୟ ବା ସମଗ୍ର ଦେଶରେ ହୁ ହୁ ହୋଇ କରୋନା ବ୍ୟାପୁଥିବା ବେଳେ ବିଶ୍ୱବିଦ୍ୟାଳୟରେ ଅନେକ ପିଲା ଅଧ୍ୟୟନ କରୁଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଅନେକ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିଲା ବେଳେ ଅନେକ ଦୈନିକ ଭିର୍ତିରେ ଘରୁ ଆସିବା ଧିବା କରନ୍ତି । ତେଣୂ ଏହିଭଳି ପରିସ୍ଥିତିରେ କରୋନା ଆତି ସହଜରେ ଜଣଙ୍କଠୁ ଅନ୍ୟ ଜଣଙ୍କୁ ବ୍ୟାପିପାରେ । ତେଣୂକରି ଛାତ୍ରଛାତ୍ରୀ ମାନଙ୍କର ଦାବି ଅନଲାଇନ୍ ମାଧ୍ୟମରେ ପରିକ୍ଷା କରାଯାଉ ବୋଲି । 

gpkandhamal

ତେବ ଆଜି ସକାଳେ ରାଜଧାନୀର ବିଜେବି କଲେଜର ଶହଶହ ଛାତ୍ରଛାତ୍ରୀ ମେନେ ହେବାକୁ ଥିବା ଅଫଲାଇନ୍ ପରିକ୍ଷା ବାତିଲ କରି ପରିକ୍ଷା ଅନଲାଇନ୍‌ରେ ପରିକ୍ଷା ଦବିରେ କଲେଜ ସମ୍ମୁଖରେ ଧାରଣା ଦେଇଥିଲେ ।

Umasankar Adv
Leave A Reply

Your email address will not be published.