ସିଦ୍ଧେଶ୍ଵର ଶିବ ମନ୍ଦିରରେ ଲାଗୁ ହେଲା ୧୪୪ଧାରା

ଅଶୋକ ଅଷ୍ଟମୀକୁ ଆଖି ଆଗରେ ରଖି ଯାଜପୁର ଜିଲ୍ଲା ସିଦ୍ଧେଶ୍ୱର ଶିବମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୨୦ତାରିଖରେ ସିଦ୍ଧେଶ୍ୱର ଶିବମନ୍ଦିରରେ ଅଶୋକ ଅଷ୍ଟମୀ ଉତ୍ସବ ପାଳନ ଅନୁଷ୍ଠିତ ହେବାକୁ ଥିବା ବେଳେ ଭକ୍ତମାନଙ୍କ ଗହଣିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି ।

gpkandhamal

କଥାରେ ଅଛି ଏହି ସ୍ଥାନରେ ଥିବା ବୈତରଣୀ ନଦୀରେ ସାନ୍ନ କରି ସିଦ୍ଧେଶ୍ଵର ମହାଦେବଙ୍କୁ ଦର୍ଶନ କଲେ ମହାପୁର୍ଣ୍ଣ ମିଳିଥାଏ । ତେଣୁ ସେହି ଦିନ କାହିଁ କେତେ ଆଡ଼ୁ ଭକ୍ତଙ୍କ ସୁଅ ଛୁଟେ ତେଣୁ ଭକ୍ତଙ୍କ ଭିଡ଼ କମାଇବା ପାଇଁ ଆଗୁଆ ଏହା ଉପରେ କଟକଣା ଲଗାଯାଇଛି ।

Umasankar Adv
Leave A Reply

Your email address will not be published.