ସମ୍ବଲପୁରର ଦୁଇଟି ଗାଁ ସଟଡାଉନ

ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ସମ୍ବଲପୁର ଜିଲ୍ଲାର ଧାନକାଉଡା ବ୍ଲକ ଅନ୍ତର୍ଗତ କରଦୋଲ ପଞ୍ଚାୟତର ଦୁଇଟି ଗାଁ ଏପ୍ରିଲ ୨୫ ପର୍ଯ୍ୟନ୍ତ ସରପଞ୍ଚ ସଟଡାଉନ୍ ଘୋଷଣା କରିଛନ୍ତି ।

gpkandhamal

କରୋନା ପଜିଟିଭ ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଦୁଇଟି ଗାଁ ହେଉଛି ଚିପିଲିମା ଏବଂ ଚାରପାଲି ।

Umasankar Adv

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ଏପର‌୍ୟ୍ୟନ୍ତ ସମୁଦାୟ ୧୨,୩୨୨ କରୋନା ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୫୯୯ଟି ସକ୍ରିୟ ମାମଲା ହୋଇଥିବାବେଳେ ୧୦୬୪୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଅତିକମରେ ୮୦ ଜଣ ଲୋକ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.