୭୬ତମ ମନ୍ କି ବାତ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ମାସିକ ୭୬ତମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି ଯେ କରୋନା ଦ୍ୱିତ୍ୱୀୟ ଲହରର କଠିନ ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟ ଗୁଡିକର ସବୁ ପ୍ରକାର ପରିସ୍ଥିତିରେ ତାଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ତାଙ୍କ ସହିତ ଅଛନ୍ତି । କରୋନାର ଦ୍ୱିତ୍ୱୀୟ ଲହର ଏକ ସୁନାମୀ ପରି ଆସିଛି ।

gpkandhamal

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ ଯେତେବେଳେ ମୁଁ ଅପଣମାନଙ୍କୁ ଧର୍ଯ୍ୟର ସହିତ କରୋନାକୁ ସମ୍ନା କରିବାକୁ କହୁଛି ସେହି ସମୟରେ ଆମେ ମାନେ ଆମର ପ୍ରୀୟଜନଙ୍କୁ ହରାଉଛନ୍ତି । କରୋନା ଭାଇସ୍‌ର ପ୍ରଥମ ଲହରକୁ ଅମେ ସଫଳତାର ସହିତ ମୁକାବିଲା କରିଥିଲେ ଏବଂ ଏହା ଦେଶବାସିଙ୍କର ମନୋବଳକୁ ଉଚ୍ଚରେ ରଖିଛି । କିନ୍ତୁ କରୋନାର ଦ୍ୱିତ୍ୱୀୟ କହର ଦେଶକୁ ଗୋଟି ଝଡ ପରି ମାଡି ଆସିଛି ବୋଲି ସେ କହିଛନ୍ତି ।

Umasankar Adv

ପ୍ରଧାନମନ୍ତ୍ରୀଙ୍କର ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶ କରୋନାଭାଇରସର ଦ୍ୱିତୀୟ ଲହର ସହିତ ଲଢୁଛି, ଗତ ତିନି ଦିନ ମଧ୍ୟରେ ପ୍ରତିଦିନ ୩ ଲକ୍ଷରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି । ସେହି ପରି ଦେଶରେ ଅକ୍ସିଜେନ ଯୋଗାଣରେ ମଧ୍ୟ ଅହେତୁକ ଭାବରେ ଅଭାବ ପାଇଛି । କିଛି ରାଜ୍ୟରେ ଅକ୍ସିଜେନ ଅଭାବ ହେତୁ ରୋଗିମାନେ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.