ଅଭିନେତ୍ରୀ ପୁଜା ହଗ୍‌ଡେ କରୋନା ସଂକ୍ରମିତ

କରୋନାର ଦ୍ୱିତ୍ୱୀୟ ଲହରରେ ସଂକ୍ରମଣ ସୁନାମୀ ରୁପରେ ମାଡି ଚାଲୁଥିଲା ବେଳେ ଭାରତରେ ଏବେ ଦୈନିକ ତିନି ଲକ୍ଷରର ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏଥି ମଧ୍ୟରୁ ବାଦ ପଡି ନଥିଲେ ବଲିଉଡ୍ ବା ଟେଲିଭିଜନ ଦୁନିଆର କଳାକାର । ଅଭିନେତ୍ରୀ ପୁଜା ହଗ୍‌ଡେ ମଧ୍ୟ ଏହି ଧାରାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁଜା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ତାଙ୍କର ଫ୍ୟାନ ଫଲୋଆର୍ସ ମାନଙ୍କୁ ଏ ନେଇ ସୂଚନା ଦେଇଛନ୍ତି । 

gpkandhamal

ସେ କହିଛନ୍ତି ଯେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଏହା ପରେ ସେ ନିଜକୁ ସେଲ୍ଫ କ୍ୱାରେଣ୍ଟାଇନରେ ରଖିଛନ୍ତି । ଏହା ସହିତ ସେ ନିକଟରେ ଯେଉଁ ମାନଙ୍କ ସହିତ ମିସିଛନ୍ତି ସେମାନଙ୍କୁ ତାଙ୍କର କରୋନା ଟେଷ୍‌ଟ କରାଇ ନୋବକୁ ଅନୁରୋଧ କରିଛନ୍ତି । ପୁର୍ବରୁ ପୁଜାଙ୍କ ପରି ବଲିଉଡର ଅନେକ ଅଭିନେତା ଅଭିନେତ୍ରୀ କରୋନା ସକ୍ରମିତ ହୋଇଥିଲା ବେଳେ ଏବେ ସେଥିରେ ପୁଜାଙ୍କର ନାମ ମଧ୍ୟ ଯୋଡି ହୋଇଛି ।

Umasankar Adv
Leave A Reply

Your email address will not be published.