ମାଲକାନଗିରିରେ ଲସି ପିଇ 100 ଜଣରୁ ଅଧିକ ଅସୁସ୍ଥ

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ଲସି ପିଇ 100 ଜଣରୁ ଅଧିକ ଅସୁସ୍ଥ । ଅସୁସ୍ଥମାନଙ୍କୁ କାଲିମେଳା ଓ ପଡିଆ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାଗୁଡା ପଞ୍ଚାୟତର କିଛି ଲୋକ ଗତ ଶୁକ୍ରବାର ଦିନ କୁର୍ତି ଗ୍ରାମର ସାପ୍ତାହିକ ହାଟରେ ସମସ୍ତେ ଲସି ପିଇଥିଲେ । ଲସି ପିଇ 100ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି ଖବର ପାଇବା ପରେ ଗାଁରେ ମେଡିକାଲ ଟିମ ପହଞ୍ଚି ସ୍ୱାସ୍ଥାବସ୍ଥା ଯାଞ୍ଚ କରିଛି । ଅସୁସ୍ଥ ବ୍ୟକ୍ତିମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି । ଫୁଡ଼ ପୋଏଜନରୁ ଏପରି ହୋଇଥିବା ସୂଚନା ମିଳିଛି । ଅସୁସ୍ଥଙ୍କ ମଧ୍ୟରେ ଅନେକ ଛୋଟପିଲା ରହିଥିବା ଜଣାପଡିଛି । ବର୍ତ୍ତମାନ କିଛି ଜଣଙ୍କ ଅବସ୍ଥାରେ ସୁଧାର ଆସିଥିବାର ସୂଚନା

Leave A Reply

Your email address will not be published.