ଅନନ୍ତନାଗରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧୂରେ ଗୁଳିବୀନିମୟ

ଆଜି ସକଳେ ଜମ୍ମୁ ଏବଂ କାଶ୍ମିରରେ ଅତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳୁବୂୀନିମୟ ହୋଇଥିବା ପୋଲିସ କହିଛି । ଆଜି ସକାଳେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଜିଲ୍ଲାର କୋମେରନାଗ ଅଞ୍ଚଳର ଭେଲୁ ଠାରେ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।  ତେବେ ସୁରକ୍ଷା କର୍ମୀ ମାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଅତଙ୍କଙ ମାନେ ସୁରକ୍ଷା କର୍ମୀ ମାନଙ୍କ ଉପରକୁ ଅନ୍ଧାଧୁନ ଫାଙ୍କା ଗୁଳି ଚାଳନା କରିଥିଲେ । ଏହା ପରେ ସୁରକ୍ଷା କର୍ମୀ ମାନଙ୍କ ତରଫରୁ ପାଲଟା ଜବାବୀ କାର୍ଯ୍ୟାନୁଷ୍ଠାନରେ ତିନି ଆତଙ୍କୀଙ୍କର ମୃତ୍ୟୁ ହୋଇଥିବା କାଶ୍ମିର ଆଜିପି ବିଜୟ କୁମାର କହିଛନ୍ତି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏନକାଉଣ୍ଟର ସ୍ଥାନରୁ ରାଇଫଲ, ଏବଂ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ସମେତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

Leave A Reply

Your email address will not be published.