ଟ୍ୟାବୁଲେସନ୍ ରେଜିଷ୍ଟର ଦଖଲର ସମୟସୀମା ବୃଦ୍ଧି

ରାଜ୍ୟରେ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ଟ୍ୟାବୁଲେସନ୍ ରେଜିଷ୍ଟର ଦଖଲର ତାରିଖର ସମ୍ପ୍ରସାରଣ କରିଛନ୍ତିି । ରାଜ୍ୟରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ତଥା କିଛି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଅନୁରୋଧକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆ ଯାଇଛି। ତେବେ ଏହି ସମୟରେ କୋଭିଡ୍ ଗାଇଡଲାଇନକୁ କଡାକଡି ପାଳନ କରିବା ଏବଂ ଉପଯୁକ୍ତ ବ୍ୟବଧାନ ବଜାୟ ରଖିବା ପାଇଁ ଟାବୁଲେସନ୍ କାର‌୍ୟ୍ୟ ପାଇଁ ବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରିବା ପାଇଁ ମେଣ୍ଟର ସ୍କୁଲଗୁଡିକର ମୁଖ୍ୟମାନଙ୍କୁ ସୂଚନା ଦିଆଯାଇଛି। 

Leave A Reply

Your email address will not be published.