ବଜ୍ରାଘାତରେ ଚାଲିଗଲା ୩ ଜୀବନ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟରେ ବଜ୍ରାଘାତରେ ଏକାସାଙ୍ଗରେ ତିନିଜଣ ଟଳିପଡିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୭ବର୍ଷର ଶିଶୁ କନ୍ୟା ଥିବା ବେଳେ ୨ଜଣ ମହିଳା ଥିବା ଜଣାପଡିଛି । ବଜ୍ରାଘାତରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ଅଶ୍ୱିନୀ ମୁଣ୍ଡା, ରାମ କେଲି, ଡିଲୁଭା । ସମସ୍ତ ଢେଙ୍କିକୋଟ ପାତ୍ରସାହିର ନିକଟସ୍ଥ ଖାଲିସ୍ଥାନରେ ତମ୍ବୁ ଟାଣି ରୁହନ୍ତି । ଶୁକ୍ରବାର ଦିନ ଅପରହାହ୍ନ ସମୟରେ ହଠାତ୍‌ ବଜ୍ରାଘାତ ହେବାରୁ ୩ଜଣଙ୍କ ଜୀବନ ଚାଲିଯାଇଛି ।

Leave A Reply

Your email address will not be published.