ବର୍ଷୀୟାନ୍ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେବାରୁ ରବିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବର୍ଷୀୟାନ୍ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ସେ ଶୀଘ୍ର ଡିସଚାର୍ଜ ହେବେ ବୋଲି ତାଙ୍କ ଟ୍ବିଟରରେ ଆକାଉଣ୍ଟ ଦ୍ବାରା ସୂଚନା ଦିଆଯାଇଛି । ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏକ ସ୍ୱାସ୍ଥ୍ୟ ଅପଡେଟ୍ ହ୍ବାଟସଆପରେ ପ୍ରଚାରିତ ଗୁଜବର ଶିକାର ନହେବାକୁ ଅନୁରୋଧ କରାଯାଇଛି ଓ ସେ ୨-୩ ଦିନରେ ଘରକୁ ଫେରିଆସିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.