ପୁରୀରେ ଜିଲାରେ ଖଟିଆରେ ବୁହା ହେଲେ ରୋଗି

ପୁରୀ : ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳରେ ମୌସୁମୀ ବର୍ଷାରେ ବେହାଲ ଅଦିନିଆ ରାସ୍ତାରେ ଆଣ୍ଠୁଏ ପାଣି ଚାଲିବାରୁ କାଦୁଅ ପଚପଚ ରାସ୍ତାରେ ଏକ ଟୋକେଇରେ ରୋଗୀଙ୍କୁ ଆଣିବାକୁ ପଡିଛି। ବ୍ଲକଠାରୁ ମାତ୍ର 10 କିଲୋମିଟର ଅଞ୍ଚଳ ମଧ୍ୟରେ ଥିଲେ ମଧ୍ୟ ଅଧିକାରୀଙ୍କର ନଜର ଟଡୁନି। ମୌସୁମୀ ଆସିଲେ ପ୍ରତ୍ୟେକ ବର୍ଷ ଏହିପରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଅଞ୍ଚଳର ଲୋକେ।ତେବେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ପାଖରେ ଖବର ପହଞ୍ଚିବା ପରେ ଖୁବ ଶିଘ୍ର ରାସ୍ତା ନିର୍ମାଣ ହେଡ ବୋଲି ସେ କହିଛନ୍ତି।

Leave A Reply

Your email address will not be published.