ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ

ଖଜୁରୀପଡ଼ା-: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଗୂଦାରୀ ଆର ଆଇ ସୁନୀଲ ଦିଗାଲ ଙ୍କୁ ମଙ୍ଗଳବାର ଜଣେ ଲାଞ୍ଚୁଆ ରେଭିନ୍ୟୂ ଇନ୍ସ୍ପେକଟର ଙ୍କୁ ଭିଜିଲାନ୍ସ ଗିରଫ କରିଛି ଗିରଫ ଆର ଆଇ ଜଣକ ହେଲେ ଖଜୁରୀପଡା ତହସିଲ ଅନ୍ତର୍ଗତ ଗୂଦାରୀ ଆର ଆଇ ସୁନୀଲ ଡିଗାଲ l
ଆର ଆଇ ସୁନୀଲ ଦିଗାଲ ସେହି ଅଂଚଳ ର ଜଣେ ଵ୍ୟକ୍ତି ଙ୍କ ଜମି ପାର୍ଟି ସନ କରିଦେବା ଲାଗି ୩ ହ ଜ଼ାର ଟଙ୍କା ଲାଞ୍ଚ ଦାବିକରିଥିଲେ l ଫଳରେ ଵ୍ୟକ୍ତି ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ l ଆଜିସମ୍ପୃକ୍ତ ଵ୍ୟକ୍ତି ଙ୍କ ଠାରୁ ୩ହଜ଼ାରଲାଞ୍ଚ ନେଲାବେଳେପୂର୍ବରୁ ଯୋଜନା ମୁତାବକ ଛକି ବସିଥିବା ଭିଜିଲାନ୍ସ ଟିମ ମାଡି ବସି ଥିଲେ l ଆର ଆଇ ସୁନୀଲ ଦିଗାଲ ଙ୍କ ନିକଟରୁ ୩ ହଜ଼ାରଲାଞ୍ଚ ଟଙ୍କା ଉଦ୍ଧାର କରିବା ସହ ଗିରଫ କରିବା ସହ ଆର ଆଇ କାର୍ଯ୍ୟାଳୟ ମଧ୍ୟ ତଲାସୀ କରୁଛନ୍ତି l

Leave A Reply

Your email address will not be published.