ଖବର କାଗଜର ସାମ୍ବାଦିକଙ୍କୁ ଆକ୍ରମଣ

ଓଡିଶା, ଜୁଲାଇ ୩୧ : ଟାର୍ଗେଟରେ ସାମ୍ବାଦିକ । ଆକ୍ରମଣର ହେଲେ ଶିକାର । ବାଲେଶ୍ଵର ଖଇରାରେ ଏକ ଖବର କାଗଜର ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ସୂଚନାନୁସାରେ, ସାମ୍ବାଦିକ କୈଳାଶ ଚନ୍ଦ୍ର ଦାସଙ୍କୁ ଖଣି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ତେବେ ଶୁକ୍ରବାର ସେ ଖବର ସଂଗ୍ରହ କରିବାକୁ ଯାଇଥିବା । ଏହି ସମୟରେ ତାଙ୍କୁ ୩ଜଣ ଯୁବକ ହ ହଠାତ ଆକ୍ରମଣ କରିଥିଲେ।  ଏତତ୍ ବ୍ୟତୀତ ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଜଣ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ।

Leave A Reply

Your email address will not be published.