ତୃତୀୟ ଲହରରେ ସଂକ୍ରମିତ ହେବେ ଶିଶୁ

ଭୁବନେଶ୍ୱର, ଅଗଷ୍ଟ ୨୮ : ପ୍ରଥମ ଓ ଦ୍ୱିତୀୟ ଲହରରେ ଶିଶୁ ବେଶୀ ସଂକ୍ରମିତ ହେଉନଥିଲେ । ମାତ୍ର ଏବେ ତୃତୀୟ ଲହରରେ ଶିଶୁ ବେଶୀ ସଂକ୍ରମିତ ହେବେ । ସଂକ୍ରମିତ ହେବା ସହିତ ମୃତ୍ୟୁ ମଧ୍ୟ ହେଉଛି । ୯୦ ପ୍ରତିଶତ ହୋମ୍ ଆଇସୋଲେସନରେ ଭଲ ବି ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.