ନୂଆ କରୋନା ଭେରିଆଣ୍ଟ ‘ମୁ’

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ଆତଙ୍କ ଖେଳିସାରିଥିବାବେଳେ ଏବେ କରୋନାର ଆଉ ଏକ ନୂଆ ଭେରିଆଣ୍ଟ ଆସିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନ ପକ୍ଷରୁ କୁହାଯାଇଛି । ଯାହାର ନାମ ‘ମୁ’ ବୋଲି କୁହାଯାଇଛି । ଏହି ଭେରିଆଣ୍ଟକୁ ଜାନୁଆରୀରେ ପ୍ରଥମେ କଲୋମ୍ବିଆରେ ଚିହ୍ନଟ କରାଯାଇଥିଲା । ଏହାକୁ ମିଶାଇ ଏପର୍ଯ୍ୟନ୍ତ କରୋନାର ୫ଟି ଭେରିଆଣ୍ଟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.